Jayaprakash Das
ଆଜିର ଏହି ଅଧ୍ୟାୟ ରେ ଛେନାପୋଡ ର ଅକସ୍ମାକ ଆବିଷ୍କାର ସମ୍ପର୍କରେ ଏବଂ ଅନ୍ୟାନ୍ୟ ତଥ୍ୟ ସମ୍ବନ୍ଧରେ ଆଲୋଚନା ହୋଇଛି
ଏହି ଅଧ୍ୟାୟରେ ରଥଯାତ୍ରା ର ଇତିହାସ, ପ୍ରଭୁଙ୍କ ରଥଯାତ୍ରା ସମୟର ନୀତିକାନ୍ତି, ପୌରାଣିକ ଦିଗ ଓ ଓଡ଼ିଆ ମାନଙ୍କ ସହିତ ଜଗନ୍ନାଥ ଙ୍କ ଭାବାବେଗ ସମ୍ବନ୍ଧରେ ଆଲୋଚନା ହୋଇଛି
ଏହି ଅଧ୍ୟାୟରେ ନିକଟ ଅତୀତ ରେ ରାଜ୍ୟ ସଂଗୀତ ର ମାନ୍ୟତା ଲାଭ କରିଥିବା ବନ୍ଦେ ଉତ୍କଳ ଜନନୀ ର ଇତିହାସ ଏବଂ ଅନ୍ୟାନ୍ୟ ଦିଗ ରେ ରେ ଆଲୋଚନା ହୋଇଛି